ଆହେ ଦୟାମୟ ବିଶ୍ଵବିହାରୀ

ସ୍ଵର୍ଗତ ରାମକୃଷ୍ଣ ନନ୍ଦଙ୍କ ଦ୍ଵାରା ରଚିତ । ଯାହାକି ଓଡିଶାର ପୁରପଲ୍ଲୀ, ସହର ତଥା ଘରେ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ରାର୍ଥନା ସଙ୍ଗୀତ ଭାବେ ଗାନ କରାଯାଇଥାଏ । ଓଡିଆ ଚଳଚିତ୍ର ବଳିଦାନରେ ଏହି ଗୀତଟିକୁ ବ୍ୟବହାର କରାଯାଇଥିଲା ।

Share: