ରାମଚଣ୍ଡୀ ପୀଠ - ଗଡମାଣତୀର

ଖୋରଧା ଜିଲ୍ଲାର ଗଡମାଣତୀର ଗାଁ, ଖୋରଧା ସହର ଠାରୁ ୧୮ କିଲୋମିଟର ଦୂରରେ ଅବସ୍ଥିତ । ମାଆ ରାମଚଣ୍ଡୀଙ୍କ ଆସ୍ଥାନ ସ୍ଥଳୀ । ସୁନ୍ଦର ଗ୍ରାମ୍ୟ ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ସ୍ଥାନଟି । ପାହାଡର ଶିଖରରେ ଅବସ୍ଥିତ ମାଆ ରାମଚଣ୍ଡୀଙ୍କର ବିଶାଳ ଶିଳା ପ୍ରତିମା । ଜଣାଯାଏ ଏହି ଶିଳାଟି କ୍ରମଶଃ ବୃଦ୍ଧି ଘଟିବାର । ଏହି ପୀଠକୁ ନେଇ ଅନେକ ଅଲୌକିକ କିମ୍ବଦନ୍ତୀ ଶୁଣିବାକୁ ମିଳେ । ବଣଭୋଜି ନିମନ୍ତେ ଖୁବ ମନୋରମ ପରିବେଶ । ମୋ କ୍ୟାମେରାର ଏହି ସ୍ଥାନର କିଛି ଫଟୋ ।
Mountain ViewMountain View
Share: