ମୋ ଆବୃତ୍ତିରେ ସ୍ଵରଚିତ କବିତା ଚିଲିକାରାଣୀର କନିଆଁ




ଚିଲିକା କୂଳର ଏଇ ମୋ ଗାଆଁ, ସତେ ଯେମିତି ଚିଲିକାରାଣୀର ଅଲିଅଳି କନିଆଁଟିଏ । ପ୍ରକୃତିର ଅତୁଳନୀୟ ଶୋଭାରେ ଶୋଭିତ, ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସମ୍ପର୍ଣ୍ଣ ଏଇ ମୋର ଗାଆଁ... ଗାଆଁ ନୁହେଁତ କନିଆଁଟିଏ !!!


Post a Comment

0 Comments