ସେକାଳ - ୨

ଗାଁ ଦାଣ୍ଡ ଖେଳ ସାଙ୍ଗସାଥି ମେଳ
ମନେପଡେ ସବୁ ଆଜି
ଭାବ ଦିଆନିଆ ସଞ୍ଜ ସକାଳର
ମିଳୁନାହିଁ ଖୋଜି ଖୋଜି ॥

Post a Comment

0 Comments