ସେକାଳ - ୧

ସେକାଳର କଥା ଯାଇଅଛି ହଜି
ନାହିଁ ସେ ମଉଜ ଦିନ
ସ୍ନେହ ପ୍ରୀତି ସବୁ ଯାଇଛି ଉଭେଇ
ବଦଳି ଯାଇଛି ମନ ॥

Post a Comment

0 Comments