ସେକାଳ - ୬

ଚାଟଶାଳୀ ଘରେ ଖଡି ସିଲଟରେ
ଲେଖୁଥିଲି ବର୍ଣ୍ଣମାଳା
ଅବଧାନଙ୍କର ବେତମାଡ ଖାଇ
ଶିଖୁଥିଲି ସବୁ କଳା ॥

Post a Comment

0 Comments